ଗୋକୁଳ ଧାମରେ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଗୋକୁଳଧାମରେ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାହରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସରସ୍ୱତୀ ବିଦ୍ୟାମନ୍ଦିର ଗୋସାଣୀ ନୂଆଗାଁ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଜଗନ୍ନାଥ ରାଉତ,କେଦାର ଚୌଦୁରୀ,ସହଦେବ ପାତ୍ର,ପ୍ରସନ୍ନ ନାୟକଙ୍କ ସମେତ ମନ୍ଦିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ