ଚା’ ଦୋକାନୀ ବାୟାକୁ ସମ୍ବର୍ଦ୍ଧିତ କଲେ ସାଂସଦ ଅନୁଭବ

କେନ୍ଦ୍ରାପଡା – କେନ୍ଦ୍ରାପଡା ସହରର ମଢିଆଳ ଅମ୍ବର ମାର୍କେଟ ସମ୍ମୁଖରେ ଚା’ ଦୋକାନ କରିଥିବା ମଢିଆଳ ଗ୍ରାମର ନିରଞ୍ଜନ ବେହେରା(ବାୟା)ଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହିତ ସାଂସଦ ଶ୍ରୀ ମହାନ୍ତି ବାୟା ଚା ଦୋକାନରେ ଚା’ ପିଇବା ସହ ତା’ର ଭଲମନ୍ଦ ସମ୍ପର୍କରେ ପଚାରି ବୁଝିଥିଲେ । ବାୟାର ପୁଅ କମଳାକାନ୍ତ ବେହେରା(ଧନ)କୁ ମଧ୍ୟ ସାଂସଦ ଶ୍ରୀ ମହାନ୍ତି ବିଭିନ୍ନ କଥା ପଚାରି ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ