କେନ୍ଦ୍ରାପଡା ହେଲପଡେସ୍କ ପକ୍ଷରୁ ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା – କେନ୍ଦ୍ରାପଡା ହେଲପଡେସ୍କ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସେମାନଙ୍କ ବହୁମୁଲ୍ୟ ଅବଦାନକୁ ସମ୍ମାନ ଜଣାଇ ସେକ ସାବିର ହୋସେନ ସେମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସେକ ଗୟାସ,କଲିମ ଖାଁ,ଗୁଡନ ଖାଁ,ଅକରମ ଖାଁ,ନିଜମ ଖାଁ,ସେକ ସାହିଲ,ସାରୁଖ ଖାଁ,ସେକ ଜନି ପ୍ରମୁଖ ସହଯୋଗ କରିଥିଲେ ।


