ଏଣିକି ଜାଣିହେବ ଲୋକଙ୍କ ମନ କଥା

ବେଳେବେଳେ ମନରେ ଆସେ ଯଦି ମଣିଷର ମନ ପଢ଼ି ହୁଅନ୍ତା, ତାହା ହେଲେ କେତେ ଭଲ ହୁଅନ୍ତା । ପ୍ରକୃତରେ କିଏ ମିତ୍ର କିଏ ଶତ୍ରୁ ଜାଣିପାରନ୍ତା ଯେ ସେ କ’ଣ ଚାହୁଁଛି । କ’ଣ କଲେ ସେ ଖୁସି ହେବ । ଏମିତି ଅନେକ କିଛି ଫାଇଦା ହୁଅନ୍ତା । ଏପରି କେବଳ ହଲିଉଡ୍ ସିନେମାରେ ଦେଖିବାକୁ ମିଳେ । କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇପାରିବ । ଏମଆଇଟିର ମିଡିଆ ଲ୍ୟାବରେ ଜଣେ ଭାରତୀୟ ଗବେଷକଙ୍କ ନେତୃତ୍ୱାଧୀନ ଟିମ୍ ଏକ ବିଶେଷ ମେସିନ୍ ତିଆରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ