ବ୍ରାହ୍ମଣୀ ରେ ବୁଡି ନାବାଳକ ମୃତ୍ୟୁ
ଅନୁଗୋଳ ଜିଲ୍ଲା(ଯୁଗାବ୍ଦ ନ୍ୟୁଜ୍) ତାଳଚେର ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ରେ ବୁଡି ଜନୈକ ନାବାଳକ ଙ୍କ ମୃତ୍ୟୁ ଘଟିଛି କ୍ଷ ତାଳଚେର ଥାନା କିଶୋରୀପାଳ ଗ୍ରାମର ସୁଶାନ୍ତ କୁମାର ଦାସ ଙ୍କ ପୁଅ ଅମିୟ ରଞ୍ଜନ ଦାସ (୧୭)ଆଜି ବୁଧବାର ବ୍ରାହ୍ମଣୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି କ୍ଷ ସୂଚନା ମୁତାବକ ଅମୀୟ ସାଙ୍ଗ ମାନଙ୍କ ସହ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଭୁଲରେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ କ୍ଷ ନଦୀରେ ଗାଧୋଉଥିବା ଅନ୍ୟ ବ୍ୟକ୍ତି ମାନେ ବହୁତ୍ ଖୋଜା ଖୋଜି କଲେ ମଧ୍ୟ ଗଭୀର ଜଳରୁ ଅମୀୟ କୁ ପାଇନଥିଲେ କ୍ଷ ଫଳରେ ଦମକଳ ବାହିନୀ ସେଠାରେ ପହଞ୍ଚି ଅମୀୟ ର ଶବ କୁ ଖୋଜି ବାହାର କରିଥିଲେ କ୍ଷ