କରୋନା ଆଶଙ୍କାରେ ଅନୁମତି ଥିବା ସମସ୍ତ ଅପେରା ଓ ଯାତ୍ରା ବନ୍ଦ

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୧୭୦୬ ତା ୧୩.୦୩.୨୦୨୦ରିଖରେ ରାଜ୍ୟ ସରକାର କରୋନା ଭୂତାଣୁ -୧୯କୁ ରାଜ୍ୟର ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବାରୁ ସେହି ଅନୁଯାଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ତା୧୪.୦୩.୨୦୨୦ରିଖର ନିର୍ଦେଶ ନମ୍ବର ୩୫୦୬ ଦ୍ୱାରା ଜିଲ୍ଲାର ସମସ୍ତ ତହସିଲଦାର ଓ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଜାରି କରିଛନ୍ତି ଯେ କୈାଣସି ସ୍ଥାନରେ ଜନସମାଗମ ହେଲେ ସେଠାରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସତର୍କତା ମୂଳକ ପଦକ୍ଷେପ ସୂରୂପ ପୂର୍ବରୁ ଅନୁମତି ପ୍ରଦାନ କରାଯାଇଥିବା ଜିଲ୍ଲାର କୈାଣସି ସ୍ଥାନରେ ଅପେରା କିମ୍ବା ଯାତ୍ରା ପରିବେଷଣ କରାଯାଇ ପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ