ଆଇଏନନଏଫଫ ଚୁକ୍ତିରୁ ଓହରିବ ରୁଷ
ଶୀତଳ ଯୁଦ୍ଧ ସମୟରେ ଆମେରିକା ସହିତ ହୋଇଥିବା ଆଇଏନନଏଫଫ ଚୁକ୍ତିରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛି । କ୍ରେମମଲିନନ ପକ୍ଷରୁ କୁହାଯାଇଛି ୧୯୮୭ ମସିହାରେ ସୋଭିଭିଏତ ୟୁନିୟନନ ଆମେରିକା ମଧ୍ୟରେ ପରମାଣୁ ଶକ୍ତିର ବ୍ୟବହାରକୁ ନେଇ ରଷଷ ଓହରିଯିବା ସଂକ୍ରାନ୍ତରେ ରାଷ୍ଟ୍ରପତି ଭ୍ଲାଡିମିରର ପୁତିନନ ସ୍ୱାକ୍ଷର କରିଛନ୍ତି ।ଯୁକ୍ତ ରଷ୍ଟ୍ର ଆମେରିକା ଚୁକ୍ତିର ଉଲଘଂନ କରିଥିବାରୁ ରୁଷ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆମେରିକା ରଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ୬ ମାସ ମଧ୍ୟରେ ଚୁକ୍ତିରୁ ଓହରିଯିବା ପାଇଁ କହିଥିଲେ