ମେ ୩୦ ରେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦି

୨୦୧୯ ନିର୍ବାଚନରେ ପ୍ରବଳ ଜନସମର୍ଥନ ପରେ ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ଗାଦିରେ ମେ ୩୦ ରେ ଶପଥ ନେଇ ପାରନ୍ତି ନରେନ୍ଦ୍ର ମୋଦି । ଦିଲ୍ଲୀ ସିଂହାସନକୁ ପୁଣି ଥରେ ଆପଣାଇଛନ୍ତି । ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ ଗୁଜୁରାଟ ମେ ୨୮ ତାରିଖରେ ବାରଣାସୀ ଗସ୍ତ କରି ଜନତାଙ୍କୁ ଦ୍ୱିତୀୟ ଥର ଜିତାଇବାରୁ ତାଙ୍କୁ ଧନ୍ୟବାଦ ଜଣାଇବେ । ଏହା ସହ ସେ ଗୁୁଜୁରାତ ଯାଇ ଧନ୍ୟବାଦ ଜଣାଇବା ସହ ନିଜର ମାଁଙ୍କ ଆଶ୍ରିବାଦ ନେବେ । ପ୍ରତିବର୍ଷ ନରେନ୍ଦ୍ର ମୋଦି ତାଙ୍କର ଜନ୍ମଦିନ ଓ ଅବସର ଓ ୨୦୧୪ ରେ ବିଜୟଲାଭ କରିଲା ସମୟରେ ମା ହିରାବେନଙ୍କୁ ଭେଟି ଆଶ୍ରିବାଦ ନେବେ । ମୋଦି ଆଜି ସଂନ୍ଧ୍ୟାରେ ରଷ୍ଟ୍ରତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜର ଇସ୍ତଫା ଦେବେ । ଯାହା ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ । ରଷ୍ଟ୍ରପତିିଙ୍କ ପକ୍ଷରୁ ଆଜି ମନ୍ତ୍ରୀଙ୍କୁ ନୈଶ୍ୟ ଭୋଜି ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ