କ୍ୟାବିନେଟ ଦାଇତ୍ୱ କାହାକୁ କଣ ମିଳିବ ଜୋର ଦାର ଚର୍ଚ୍ଚା
ଦେଶରେ ନିର୍ବାଚନ ଫଳାଫଳ ଆସିବା ପରେ ଦେଶରେ ବହୁମତରେ ଏନଡିଏ ସରକାର ପୁଣୀ ଥରେ ଦେଶରେ ସରକାର ଗଠନ କରିବେ । ି ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଶାସନ ଗାଦିରେ ବସିବା ନେଇ ସୁନିଶ୍ଚିତ ହେବା ପରେ ମୋଦିଙ୍କ ଶପଥ ଗ୍ରହଣ ଉପରେ ସମସ୍ତଙ୍କ ନଜର ରହିଛି । ଏହା ସହିତ କ୍ୟାବି୍େନଟରେ କାହାକୁ କେଉଁ ଦାଇତ୍ୱ ମିଳିବ ତାହାକୁ ନେଇ ଜୋର ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅମତ୍ ଶାହାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦାଇତ୍ୱ ଦିଅ୍ରାଯାଇପାରେ । ଗୋଏଲଙ୍କୁ ଅର୍ଥମନ୍ତ୍ରୀ ,ରବି ଶଙ୍କର ଙ୍କୁ ଦୂରସଂଞ୍ଚାର ଦାଇତ୍ୱ ମିଳିପାରେ ।