ମଶା ତେଲ ସ୍ପ୍ରେ ପାଇଁ ଦାବି

ବାତ୍ୟା ପରେ ସହରର ବିଭିନ୍ନ ଖାଲ ସ୍ଥାନରେ ପାଣି ଜମି ରହିବା ଫଳରେ ସେଥିରୁ ବ୍ୟାପକ ଭାବରେ ମଶା ସୃଷ୍ଟି ହେଉଛନ୍ତି । ସଞ୍ଜ ନଈଲେ ମଶାଙ୍କ ଦାଉରେ ହଟାହଟା ହେଉଛନ୍ତି ସହରବାସୀ । ତେଣୁ ସହରରେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ତୁରନ୍ତ ମଶା ତେଲ ବ୍ୟାପକ ଭାବରେ ସ୍ପ୍ରେ କରାଯାଉ ବୋଲି ଦାବି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ