ଅଜାଣତରେ କୁକୁଡା ଉପରେ ସାଇକେଲ୍ ଚ?ାଇ ଦେବା ପରେ ସଞ୍ଚିଥିବା ୧୦ଟଙ୍କା ନେଇ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଥିବା ଶିଶୁକୁ ସ୍କୁଲ କଲା ପୁରସ୍କୃତ
ଆଇଜଲ୍: ମିଜାରାମ୍ରେ ବସବାସ କରୁଥିବା ଜଣେ କଅଁଳ ଶିଶୁ ଏବେ ଚର୍ଚ୍ଚାରେ ରହିଛି । ଏହି କୁନି ପିଲାଟିର ନାମ ଦେରେକ୍ ସି ଲାଲଚ୍ଚାହ୍ନିମା ଓ ବୟସ ୬ବର୍ଷ । ଦେରେକ୍ ନିଜ ନୂଆ କିଣା ଯାଇଥିବା ସାଇକେଲ୍ ଧରି ରାସ୍ତାରେ ଚଲାଉଥାଏ । ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍ ସାମ୍ନାକୁ ପ?ାଶୀ ଘରର କୁକୁ?ା ଚାଲି ଆସିଲା । ପିଲାଟି ସାଇକେଲ୍ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁ?ା ଉପରେ ଚ?ାଇ ଦେଇଥିଲା । ଏଥିରେ କୁକୁଡା ଦେହରେ ଆଘାତ ଲାଗିଲା ।
ଏହାପରେ କୁନି ଶିଶୁଟି କୁନି ହାତରେ କୁକୁଡାକୁ ନେଇ ତାର ପାଖରେ ଥିବା ସମସ୍ତ ଅର୍ଥକୁ ଧରି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ପହଞ୍ଚିଥିଲା । ଶିଶୁଟିର ଏହି ଫଟା ସାସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରରେ ରହିଛି । ଦେରକ୍ର ଏଭଳି ମନାଭାବ ଦେଖି ସ୍କୁଲ ତାକୁ ପୁରସ୍କୃତ ମଧ୍ୟ କରିଛି । ଏହି ପୁରସ୍କାର ପାଇବା ପରେ କୁନି ଶିଶୁଟି ମୁହଁରେ ଖୁସିର ଲହରି ଖେଳି ଯାଇଥିଲା । ଯାହା ଆପଣ ଫଟାରେ ଦେଖି ପାରୁ ଥିବେ ।ଜଣେ ଫେସ୍ୱୁକ୍ ବ୍ୟବହାରକାରୀ ଏହି ଫଟାକୁ ତାଙ୍କ ଆକାଉଣ୍ଟ୍ରେ ସେୟାର୍ କରିବା ପରେ ୫୦ ହଜାରରୁ ଉଧର୍୍” ସେୟାର୍ ହାଇ ସାରିଲାଣି । ଅନେକ ଫେସ୍ୱୁକ୍ ବ୍ୟବହାକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍ ପ୍ରଶଂସା କରିଛନ୍ତି ।


