ଆଇସୋଲେସନରେ ନିଜାମୁଦିନରୁ ଫେରିଥିବା ୨ ସଂଖ୍ୟାଲଘୁ ବ୍ୟକ୍ତି

କେନ୍ଦ୍ରାପଡା : ଦିଲ୍ଲୀସ୍ଥିତ ନିଜାମୁଦିନର ଏକ ଧର୍ମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରାପଡା ଫେରିଥିବା ଆଳି ବ୍ଲକ ଓ କେନ୍ଦ୍ରାପଡା ବ୍ଲକ ଅଂଚଳର ୨ ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ପଞ୍ଜିକୃତ କରାଯିବା ସହିତ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ