ମିଥା ପ୍ରଚାର ଓ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଏସଡିପିଓ

ଛତ୍ରପୁର : କରୋନା ଭୁତାଣୁ ସଂକ୍ରମଣ ନେଇ ବିଭିନ୍ନ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ହ୍ୱାଟ୍ ସପ୍ ଗ୍ରୁପ୍ ରେ ଗାଁ ଗାଁରେ ଗୁଜବ ନେଇ ଯେଉଁ ବ୍ୟକ୍ତିବିଶେଷମାନେ ଭୟଭୀତ କରାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଛତ୍ରପୁର ଏସଡିପିଓ ଗୌତମ କିଶାନ୍ ସୂଚନା ଦେଇଛନ୍ତି । ଏହି ଗୁଜବ ଦ୍ୱାରା ଗ୍ରାମାଚଂଳଠାରୁ ଆରମ୍ଭ କରି ସହରାଂଚଳରେ ଲୋକମାନଙ୍କ ଭିତରେ ବିଭିନ୍ନ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି । ଏଥି ନିମନ୍ତେ ସମସ୍ତେ ସଚେତନା ହେବା ନିମନ୍ତେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ