ଟାଟା ଇଣ୍ଡିକ୍ୟାସ ଏଟିଏମକୁ ଲୁଟିବାକୁ ଉଦ୍ୟମ କରିଥିଲେ

ଯାଜପୁର:ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା ମାର୍କଣ୍ଡପୁର ଠାରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମକୁ ଗତକାଲି କେତେକ ଦୁବୃତ ଭାଂଗି ଲୁଟିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟଙ୍କା ନେବାରେ ବିପଂଳ ହୋଇଛନ୍ତି ଦୁବୃତ । ଆଜି ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଟିଏମ କର୍ତୁପକ୍ଷ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ