ରାସନ ସାମଗ୍ରୀ ସହ ଏକ ହଜାର ଟଙ୍କା ପ୍ରଦାନ

ବୁଗୁଡା,(ଅନିଲ କୁମାର ମହାରଣା):ଖୋଳଖାଳି ପଞ୍ଚାୟତରେ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ଉପସ୍ଥିତିରେ ପିଇଓ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ସହ ପ୍ରତି ରାସନ କାର୍ଡ଼ ପିଛା ଏକ ହଜାର ଟଙ୍କା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ