ତୁମୋ ଲଭ ଷ୍ଟୋରୀ -୨
ଓଡିଆ ସିନେମା ତୁ ମୋ ଲଭ ଷ୍ଟୋରୀ -୨ ରଜରେ ମୁକ୍ତି ଲାଭ କରିଛି । ସିନେମାଟି ଦେଖିବା ପାଇଁ ସିନେମା ହଲରେ ଦଶଁକଙ୍କ ଭିଡ ଜମିବାରେ ଲାଗିଛି । ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛି । ଏହି ସିନେମାରେ ପ୍ରୟୋଜକ ଶୁଭେନ୍ଦୁ ସାହୁ , ନିର୍ଦେଶକ ତାପସ ସରଘରିଆ , ଫିଲ୍ମର ନାୟକ – ସ୍ୱରାଜ ବାରିକ ସମସ୍ତଙ୍କର ଘର ବାରିପଦାରେ ହୋଇଥିବା ବେଳେ ରକ୍ସି ଫିଲ୍ମ ହଲରେ ପ୍ରିମିୟମ ହୋଇଛି । ଫିଲ୍ମରେ ହିରୋ ସ୍ୱରାଜ ଓ ହିରୋଇନ ଭୂମିକା ଫିଲ୍ମକୁ ନେଇ ବେଶ ଖୁସି ଅଛନ୍ତି । ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ଏହି ସିନେମାରେ ଲଭ ଷ୍ଟୋରୀ ଟିକିଏ ନିଆରା ଆପଣ ଏହି ଫିଲ୍ମଟିକୁ ନଦେଖିଲେ କେବେ ମଧ୍ୟ ଅନୁଭବ କରିପାରିବେ ନାହିଁ । ଏହି ଫିଲ୍ମରେ ଲଭଷ୍ଟୋରୀ ଓ କମେଡି ଦମାଦମ ହୋଇଛି । ଏହି ଫିଲ୍ମରେ ଲଭ ଷ୍ଟୋରୀକୁ ନେଇ ଜବରଦସ୍ତୀ ଷ୍ଟୋରୀ ହୋଇଛି ।