ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ପାଇଁ କରେ।ନା ପ୍ୟାକେଜ ଘେ।ଷଣା କରାଯାଉ
ବ୍ରହ୍ମପୁର (ଓ୍ବାଇଏନ୍ଏସ୍) : ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାଙ୍କ ସୁନାମ ଓ ସୁଖ୍ୟାତି ଅ।ଜିର କରେ।ନା ମୁକାବିଲା କ୍ଷେତ୍ରରେ ସଂପ୍ରତି କେବଳ ଓଡିଶାରେ ନୁହେଁ, ସାରା ଦେଶ ଓ ବିଶ୍ୱରେ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ôଚଛି । ଏହା ମଧ୍ୟ କୁହାଯାଇଛି ଯେ ନବୀନ ପଟ୍ଟନାୟକ ଅ।ଜି କାରେ।ନା ନିୟନ୍ତ୍ରଣ ଦିଗରେ ଯେଉଁଭଳି ର୍ନିଣ୍ଣାୟକ ପଦକ୍ଷେପ ନେଇଛନ୍ତି ଅନ୍ୟ ରାଜ୍ୟଗୁଡିକ ଓଡିଶାର ସଫଳ ସୂତ୍ରକୁ ଗ୍ରହଣ କରିଛନ୍ତି ଏବଂ ଦେଶ ମଧ୍ୟ ସମାନ ପଦକ୍ଷେପ ଘେ।ଷଣା କରିଛି । ଏହା ପ୍ରମାଣିତ ହେ।ଇଛି ଯେ ବାରମ୍ବାର ମୁଖ୍ୟମନ୍ତ୍ରୀ ହେବାପରେ ଅ।ପଣ କେବଳ ଓଡିଶାରେ ସୀମିତ ନୁହଁନ୍ତି । ଅ।ପଣ ଜଣେ ଜାତୀୟ ସ୍ତରୀୟ ନେତା ଅଟନ୍ତି । ବର୍ତ୍ତମାନ ଅ।ମେ ସମସ୍ତେ କରେ।ନା ପରି ଏକ ଜଟିଳ ପରିସ୍ଥିତିରେ ଅଛୁ । ଜଣେ ମୁଖ୍ୟମନ୍ତ୍ରୀ ଭାବରେ ଅ।ପଣ ଏହି ପରିସ୍ଥିତିକୁ ଅତି ଚତୁରତାର ସହ ପରିଚାଳନା କରୁଛନ୍ତି। ଅ।ପଣ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ପ୍ରଥମେ ଲକଡାଉନ ଅବଧି ବୃଦ୍ଧି କରିବାପାଇଁ ଅ।ଗୁଅ । ନିଷ୍ପତ୍ତି ନେବାରେ ପ୍ରଶଂସିତ ହେ।ଇଥିଲେ । ଅ।ପଣ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ପ୍ୟାକେଜ ଘେ।ଷଣା କରିଛନ୍ତି ଓ ସେମାନଙ୍କୁ କରେ।ନା ଯେ।ଦ୍ଧାର ମାନ୍ୟତା ଦେଇଛନ୍ତି । ଯେତେବେଳେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅନେକ ପ୍ୟାକେଜ ଘେ।ଷଣା ହେ।ଇଛି, ଅ।ମେ ସାମ୍ବାଦିକ ମଧ୍ୟ କରେ।ନା ବିରୁଦ୍ଧରେ ଯୁଦ୍ଧର ଏକ ଅଂଶ । ସକଳ ପ୍ରତିକୂଳ ପରିସ୍ଥିତି ଭିତରେ ଅ।ମେ ୨୪ ଘଣ୍ଟା କାଯର୍ୟ କରୁଛୁ । ଏହି ଜଟିଳ ପରିସ୍ଥିତିରେ କରେ।ନା ବିରୁଦ୍ଧରେ ଯୁଦ୍ଧ ଅ।ମର ପ୍ରଥମ କର୍ତ୍ତବ୍ୟ ଏବଂ ପରିବାର ଦ୍ୱିତୀୟ ଅଟେ । ଅନ୍ୟମାନଙ୍କ ପରି ଅ।ମେ ମଧ୍ୟ ଗୁରୁତର ଅବସ୍ଥାରେ ଜୀବନକୁ ବାଜି ଲଗାଇ ଯୁଦ୍ଧ କ୍ଷେତ୍ରରେ ଅଛୁ । ଏହି ଜଟିଳ ପରିସ୍ଥିତିରେ ଅ।ମେ ଅ।ମର ଲେ।କପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘେ।ଷଣା କରିବାକୁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖା ପକ୍ଷରୁ ନିବେଦନ କରାଯାଇଛି ।


