ସରକାର ସଂସଦରେ ଉପସ୍ଥାପନା କଲେ ତ୍ରିପଲ ତଲାକ ବିଲ

ଦେଶରେ ଚର୍ଚ୍ଚରେ ଥିବା ତ୍ରିପଲ ତଲାକ ବିଲ ଆଜି ପୁଣିଥଚରେ ଲୋକସଭାରେ ଉପସ୍ଥାପିତ ହେବ । ମୋଦି ଦ୍ୱିତୀୟ ବାର ପ୍ରଧାନ ମନ୍ତ୍ରୀ ହେବା ପରେ ପ୍ରଥମ ବିଲ ଭାବେ ମୁସଲମାନ ମହିଳା ମାନଙ୍କର ବିବାହ ଅଧିକାର ସଂରକ୍ଷଣ ବିଲ ୨୦୧୯ ରେ ଆଗତ କରିଛନ୍ତି । ବିରେଧୀ ଙ୍କ ବିରେଧ ପରେ ମଧ୍ୟ ଏହି ବିଲ କୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥାପନା କରିଛନ୍ତି । ବିଲ ଉପସ୍ଥାପନା ପରେ ସେ କହିଛନ୍ତି ଏହି ବିଧ୍ୟକ ଟି ୧୬ତମ ଲୋକସଭା ର ପାରିତ ହୋଇଥିଲା କିନ୍ତୁ ରାଜ୍ୟ ସଭାରେ ଅଟକି ରହ୍ିବାରୁ ଏହା ଆଇନ ର୍ ପରିଣତ ହୋଇପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ