ନୂଆ ଉପବାଚସ୍ପତି ହେଲେ ରଜନୀ କାନ୍ତ ସିଂ

ବିଧାନସଭାର ଉପବାଚସ୍ପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ରଜନୀ କାନ୍ତ ସିଂ ନିର୍ବାଚିତ ହୋଇଛନ୍ତି । ଆଜି ବିଧାନସଭା ର ଆରମ୍ଭ ରେ ରଜନୀ କାନ୍ତ ର ନାମ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ସମର୍ଥନ ଜଣାଇଥିଲେ । ରଜନୀ କାନ୍ତ ଙ୍କ ବିପକ୍ଷରେ କୈଣସି ପ୍ରାର୍ଥି ନଥିବାରୁ ବିଧାନସଭା ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ନାଁ ରେ ମୋହର ମାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ