ଉପଜିଲ୍ଲାପାଳଙ୍କ ଛଅ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଛଅ ଗୋଟି ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଛନ୍ତି |କୁଲାଡ଼, କୋଟୀବରଡ଼ୀ, ବାରୁଡା, ବୋରିବନ୍ଦ, ଗୁଜୁରାଳି ଏଵଂ ତୁରୁମ | ସଙ୍ଗରୋଧ କେନ୍ଦ୍ର ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ବୁଝିବା ସହ କିପରି ଅନ୍ତେବସି ମାନେ ଉତ୍ତମ ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ହେବା ସହ ପ୍ରତିଦିନ କରୋନା ସଚେତନ ଶିକ୍ଷା, ଯୋଗ, ପ୍ରବଚନ ଇତ୍ୟାଦି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ