ଆଜି ପ୍ରକାଶ ପାଇବ ଯୁକ୍ତ୨ ମେରିଟ ଲିଷ୍ଟ
ଚଳିତବର୍ଷ ଯୁକ୍ତ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ପ୍ରଥମ ମେରିଟ ଲିଷ୍ଟ ରେ ସିଲେକସନ ହୋଇଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନିଜ କଲେଜ ରେ ନାମ ଲେଖାଇ ପାରିବେ । ରାଜ୍ୟ ରେ ଥିବା ୨୦୪୧ ଜୁନିୟର କଲେଜରେ ମୋଟ ୪ ଲକ୍ଷ ୫୧ ହଜାର ୮୯୪ ଟି ସିଟ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନେ ନିଜ ନାମ ଲେଖାଇ ପାରିବେ ।


