ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ରୁ ଆରମ୍ଭ
ଯୁଗାବ୍ଦ ନ୍ୟୁଜ -ଆଜି ମାଟ୍ରିକ ସପ୍ଲିମାଣ୍ଟାରୀ ପୁରୀକ୍ଷାର୍ଥି ପାଇ ଁ ୱେବସାଇଟ ରେ ଉପଲବ୍ଧ ହେବ ଆଡମିଟ କାର୍ଡ । ଏ ନେଇ ଛାତ୍ରଛାତ୍ରୀ ମାନେ ବେର୍ଡ ର ୱେବସାଇଟ ରୁ ଅଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏବଂ ତା ସହିତ ଆସନ୍ତା କାଲି ଆର୍ଥାତ ଜୁଲାଇ ୩ ତାରିଖ ରେ ରାଜ୍ୟମୁକ୍ତ ବିଦ୍ୟାଳୟ ପାଇଁ ଆଡମିଟ କାର୍ଡ ଉପଲବ୍ଧ ହେବ । ସୂଚନା ଅନୁସାରେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୨୬ ହଜାର ୬୧୬ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ଫିଲପ କରିଛନ୍ତି । ଏହି ପରୀକ୍ଷା ୧୨୨ ଟି କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷା ଜୁଲାଇ ୮ ରୁ ଆରମ୍ଭ ହୋଇ ୧୫ ପର୍ଯ୍ୟନ୍ତ ଚାଲିବ ।


