କଂଗ୍ରେସର ସିଡବ୍ଲୁସି ବୈଠକ

(ଯୁଗାବ୍ଦ ନ୍ୟୁଜ ) ବିଧିବଦ୍ଧ ଭାବେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଲାପରେ । ପ୍ରତିକ୍ରିୟା ରଖିଲେ ତେଲେଙ୍ଗାନା ପ୍ରଭାରୀ ତଥା ଓଡ଼ିଶାର ଏକମାତ୍ର ମଙ୍ଗମ ସଭ୍ୟ ରାମଚନ୍ଦ୍ର ଖୁଣ୍ଟିଆ । ରାହୁଲ ଗାନ୍ଧୀ ଅନେକ ଦିନରୁ ଇସ୍ତଫା ଦେଇଛନ୍ତି। ଆଜି ସେ ଏହାକୁ ସାର୍ବଜନୀନ କରିଛନ୍ତି। ଆମର ପ୍ରୟାସ ରହିଛି ରହିବ ତାଙ୍କୁ ଦଳର ସଭାପତି ରହିବାକୁ। ଆଗାମୀ ମଙ୍ଗମ ବୈଠକରେ ସଭାପତି ରହିବା ନେଇ ପୁଣି ଅନୁରୋଧ କରିବୁ। କଂଗ୍ରେସ ଦଳର କିଏ ସଭାପତି ରହିବ ନ ରହିବ ଏହା ମଙ୍ଗମ , ପ୍ରଭାରୀ , ସବୁ ରାଜ୍ୟର ପିସିସି । ବସମମ ସଭ୍ୟ ନିଷ୍ପତି ନିଅନ୍ତି। ରାହୁଲ ସମସ୍ତଙ୍କୁ ପସନ୍ଦ। ତାଙ୍କ ଛଡା ଦଳ ଆଉ କାହାକୁ ବିକଳ୍ପ ଭାବି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ