ସାପ କାମୁଡ଼ାରେ ଯୁବତୀଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମୁ ଗ୍ରାମର ଦାଶରଥୀ ଦାସ ଙ୍କ ଝିଅ ଲଷ୍ମୀପ୍ରିୟା ଦାସ (୧୬) ଆଜି ଅପରାହ୍ନ ୩ଟା ସମୟରେ ନିଜ ବାରିଘରେ ଥିବା ଟିଣ ଘରେ ମୋବାଇଲ ଧରି ବସିଥିବା ବେଳେ ହଠାତ ଏକ ବିଷଧର ନାଗସାପ କାମୁଡି ଦେବା ଫଳରେ ଲଷ୍ମୀପ୍ରିୟା ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଲଷ୍ମୀପ୍ରିୟା ଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଭଞ୍ଜନଗର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ