ଆରମ୍ଭ ହେଲା ବିଧାନ ସଭା ର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଆଜି ଠାରୁ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଏହି ସମୟରେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରେ ଆଲୋଚନା ହେବ । ତା ସହିତ ୧୦ ଟି ଷ୍ଟାନଣ୍ଡିଙ୍ଗ କମିଟି ଓ ୩୮ ଟି ବିଭାଗର ଖର୍ଚ୍ଚ ଦାବି ତର୍ଜମା କରିବା ପରେ ଗୃହରେ ସବିିଶେଷ ରିପୋର୍ଟ ଉପସ୍ଥାପନା କରାଯିବ । ଏହା ସହିତ ୧୩ ଓ ୧୪ ତାରିଖରେ ଗୃହ କାର୍ଯ୍ୟ ବନ୍ଦ ରହିବା ସହ ୧୫ ତାରିଖ ରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ର ବେୟ ମଞ୍ଜୁରୀ ବିଲ ଆଗତ କରାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ