ଗୋବରାରେ ଫୁଲେଇ ଜହ୍ନର ମିଛ ସିନ୍ଦୁର ନାଟକ ମଞ୍ଚସ୍ଥ  

ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ ) ଗୋବରା ବଡ ଦାଣ୍ଡରେ ଶ୍ରୀ ଶ୍ରୀ ଦଧିମାନ ସ୍ୱାମୀଙ୍କ ବାହୁଡା ରଥଯାତ୍ରା ତିଥି ଅବସରରେ ଗ୍ରାମର କଳାକାର ମାନଙ୍କୁ ନେଇ ସାମାଜିକ ନାଟକ ଫୁଲେଇ ଜହ୍ନର ମିଛ ସିନ୍ଦୁର ନାଟକ ମଞ୍ଚସ୍ଥ ହୋଇଯାଇଛି । ବିଭୁପାଦ ଜେନାଙ୍କ ସଭାପତିତ୍ୱରେ ି ଅନୁଷ୍ଠିତ ନାଟକକୁ ବିଡିଓ ସରୋଜ କୁମାର ବେହେରା ଉଦଘାଟନ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ନାଟ୍ୟକାର ପ୍ରଫୁଲ ବେହେରା ,ସମ୍ମାନୀତ ଅତିଥିଭାବେ ବେଲଗୁଣ୍ଠା ପ୍ରେସ ଏସ୍ ଏନ୍ ମହାରଣା ସାମ୍ବାଦିକ ରତ୍ନାକର ସାହୁ ସର୍ଂପଚ ଇଜିରା ବାଇ ରାଜୁ ,ପଂଚାୟତ ସମିତି ଉପାଧ୍ୟକ୍ଷ ପିଙ୍କି ପରିଡା,ଗ୍ରାମ କମିଟି ସଦସ୍ୟ ସୁଦର୍ଶନ ସାହୁ ଓ ତାରା ପ୍ରସାଦ ବେହେରା,ପ୍ରମୁଖ ମଞ୍ଚାସୀନ ଥିଲେ ।କମିଟି ସଦସ୍ୟ ସନୋଜ ସ୍ୱାଇଁ ହୋଇଯାଇଛିି । ସ୍ୱାଗତ ଭାଷଣ ଦେଇଥିବାବେଳେ ଶିବ ନିରାକାର ,ମନୋଜ ,ଗୋପାଳ ,ନିଲୁ ,ଅଜୁ ,ରାଜେଶ ଓ ଶିଶୁ କଳାକାର ଗୁଡୁଲି ଅଭିନୟ କରିଥିଲେ ।ନାଟକଟୀ ଅତି ଉଚ୍ଚକୋଟିର ଥିଲା ।ନାଟକ ଦେଖିବା ପାଇଁ କଳାପ୍ରେମୀ ଓ ଦର୍ଶକ ରୁଣ୍ଡ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ