ବାଇକ୍ ଧକ୍କାରେ ସାଇକେଲ ଚାଳକ ମୃତ

ଭଞ୍ଜନଗର : (ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର ସହର ତାରସିଙ୍ଗି ଥାନା ଅନ୍ତର୍ଗତ ଢୋଲପିଟା ଗ୍ରାମରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ବାଲିଝର ଗ୍ରାମର ତ୍ରିଲୋଚନ ନାୟକ (୬୩) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତ୍ରିଲୋଚନ ନାୟକ ସାଇକେଲ ଯୋଗେ ନିଜର ଗ୍ରାମକୁ ଫେରୁଥିବା ସମୟରେ ପଛପଟୁ ଏକ ବାଇକ ଧକ୍କା ଦେଇଥିଲା । ବାଇକ ଧକ୍କାରେ ଚାଳକ ଜଣକ ଗୁରୁତର ଆହାତ ହୋଇଥିଲେ । ଆହାତ ଜରଙ୍କୁ ଭଞ୍ଜନଗର ହସପିଟାଲରେ ଭର୍ତ୍ତିକରିଥିଲେ ସେଠାରେ ଡାକ୍ତରତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ