ଆଜି ସୋମବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ –
ଶୁଭ ରଙ୍ଗ – ଧଳା ଓ ସବୁଜ
ଶୁଭଶୁଭ ମିଶ୍ରଫଳ ରହିଛି, କାହା ସହିତ ମତାନ୍ତର ହେବ, ତେଣୁ ଦିନର ଦିତିୟାର୍ଦ୍ଧରେ ଦୁର୍ବଳତା ଅନୁଭୁତ ହେବ, ଚୋରି କିମ୍ବା ଅଗ୍ନୀଭୟ ରହିଛି ॥
ଗୃହରେ ଡାଳିମ୍ବ, ଅଁଳା ଓ ବେଲ ଏକତ୍ର ଲଗାଇ ପୂଜାକଲେ ଅତି ଶୁଭ ॥
ଆକଷ୍ମିକ ଦୁର୍ଘଟଣା ପ୍ରତି ସତର୍କ॥
ବୃଷ –
ଶୁଭ ରଙ୍ଗ – ହଳଦିଆ, ଧଳା ॥
ଅଚାନକ କୌଣସି ଦ୍ରବ୍ୟ କିମ୍ବା ଅର୍ଥ ଲାଭ ମିଳିବ,ରାଜନୈତିକ ବ୍ୟକ୍ତି ବିସଦେଷ ଅଧିକ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ବିବାହଯୋଗ୍ୟ ପିଲାମାନଙ୍କର ସୁଯୋଗ ଷୃଷ୍ଟି ହେବ ॥
ଲିମ୍ବ ଓ ଅଶୋକ ବୃକ୍ଷ ଗୃହରେ ରଖି ପୂଜାକଲେ ସର୍ବଶୁଭ ॥
ଚୋରିଭୟ ପ୍ରତି ସତର୍କ ॥
ମିଥିନ –
ଶୁଭ ରଙ୍ଗ – ଲାଲ, ଖଇରିଆ କିମ୍ବା ସବୁଜ
ବାଣିଜ୍ୟିକ, ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ କାମଗୁଡିକ ସହଜରେ ହୋଇଯିବ ॥
ଅପାମାରଗ ଓ ଚନ୍ଦନ ବୃକ୍ଷ ଗୃହରେ ରଖି ପୂଜାକଲେ ଶୁଭ ॥
ଦାମ୍ପତ୍ୟ ସଂର୍ପକ ଓ ବ୍ୟବସାୟରେ କ୍ଷତି ପ୍ରତି ସତର୍କ ରହିବେ ॥
କର୍କଟ –
ଶୁଭ ରଙ୍ଗ – ଧଳା କିମ୍ବା ହଳଦିଆ
ଆତ୍ମବଳ ଦୃଢ ରହିବ, ଅାର୍ଥିକ ପରିସ୍ଥିତି ଭଲ ରହିବ, କୌଣସି ଯାନ୍ତ୍ରିକ ଦ୍ରବ୍ୟ ପ୍ରାପ୍ତ ହେବ ॥
ଖିରିକାଞ୍ଚନ ବୃକ୍ଷକୁ ଗୃହରେ ରଖି ପୂଜାକଲେ ଶୁଭ ॥
ଅଯଥା ବିଶୃଙ୍ଖଳା ଠାରୁ ଦୁରେଇ ରୁହନ୍ତୁ ॥
ସିଂହ –
ଶୁଭ ରଙ୍ଗ – ସବୁଜ ଓ ପାଉଁସିଆ
ଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥
ଅର୍କ ଓ ବେଲ ବୃକ୍ଷ ଓ ତୁଳସି ଗୃହରେ ରଖି ପୂଜାକଲେ ସର୍ବରିଷ୍ଠ ଖଣ୍ଡନ ହେବ ॥
ନିଜର ଅହଂକାର ପ୍ରତି ସତର୍କ ରହିବେ ନଚେତ ନିଜର କ୍ଷତି ହେବ ॥
କନ୍ୟା –
ଶୁଭରଙ୍ଗ- ଧୂସର ଓ ସବୁଜ
ଅଯଥା ବ୍ୟୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ॥
ମନି ପ୍ଲାଣ୍ଟ ଏବଂ ବୁଧଦାରକ ଗଛ ରଖି ପ୍ରତିଦିନ ପୂଜା କରନ୍ତୁ ॥
ଅଯଥା ବ୍ୟୟପ୍ରତି ସତର୍କତା ସହିତ ଉତ୍ତର-ପଶ୍ଛିମ ଦିଗକୁ ଯାତ୍ରା କରିବେ ନାହିଁ ॥
ତୁଳା –
ଶୁଭରଙ୍ଗ – ନିଳ ଓ ଗୋଲାପି
ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥
ଗୃହରେ ବାସଙ୍ଗ ବୃକ୍ଷ ରଖି ପୂଜା କରନ୍ତୁ ଶୁଭ ॥
ବିଳାସବ୍ୟସନ ଠାରୁ ଦୁରେଇ ରୁହନ୍ତୁ ॥
ବିଛା –
ଶୁଭ ରଙ୍ଗ – ଧଳା
ବାଣିଜ୍ୟିକ, ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ କାମଗୁଡିକ ସହଜରେ ହୋଇଯିବ ॥
ଗୃହରେ ବେଲ ଗଛ ଓ ଫେଙ୍ଗସୁଇ ବାମ୍ବୁ ବୃକ୍ଷ ରଖି ପୂଜା କର ॥
୨ୟ ବା ଧନ ଗୃହରେ ବୃହଷ୍ପତି – ଶୁଭ ଫଳ ପ୍ରଦାୟକ ॥
ଧନୁ –
ଶୁଭରଙ୍ଗ – ସବୁଜ ଓ ପାଉଁସିଆ
କର୍ମକ୍ଷେତ୍ରରେ ବାଦବିବାଦର ସମ୍ଭାବନା, ଶରିରପିଡା ସହିତ ମନସ୍ତାପ ରହିବ ॥
କଦଳି ଓ ବର ବୃକ୍ଷକୁ ପୂଜା କରିବେ ॥
ପ୍ରତି ମୂହୁର୍ତ୍ତରେ ସତର୍କ ରହିବେ ॥
ମକର –
ଶୁଭ ରଙ୍ଗ – କମଳା, ହଳଦିଆ
ଅଚାନକ କୌଣସି ଦ୍ରବ୍ୟଲାଭର ସମ୍ଭାବନା ରହିଛି ତା ସହିତ ସମୟ ସାଥ ଦେବ ତେଣୁ ମନଭିତରେ ଥିବା କାଯ୍ୟସିଦ୍ଧି ମିଳିବ ॥
ଗୃହରେ ବାରିଅଁଳା ଓ ଶମି ବୃକ୍ଷ ରଖି ପୂଜା କରିବେ ॥
ଅଚାନକ ସ୍ବାସ୍ଥ୍ୟହାନି କିମ୍ବା ଛୋଟମୋଟ ଦୁଘଟଣା ପ୍ରତି ସତର୍କ ॥
କୁମ୍ଭ –
ଶୁଭ ରଙ୍ଗ – ସବୁଜ, ନିଳ, ବାଇଗେଣି
ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥
ଗୃହରେ ଅଶ୍ୱତ୍ଥ ବୃକ୍ଷ କୁଣ୍ଡରେ ଲଗାଇ ପୂଜା କରନ୍ତୁ ଶୁଭଫଳ ପ୍ରାପ୍ତ ହେବ ॥
ପାରିବାରିକ କଳହ କିମ୍ବା ବ୍ୟବସାୟ ଜନିତ ସତର୍କତା ॥
ମୀନ –
ଶୁଭ ରଙ୍ଗ – ନିଳ ଓ ହଳଦିଆ
ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ମାତ୍ର କିଛି ଅଚାନକ କ୍ଷତି ହୋଇପାରେ ସତର୍କ ରହିବେ ॥
ଗୃହରେ ବ୍ରହ୍ମଜଷ୍ଠୀ କିମ୍ବା ଦେବଦାରୁ ବୃକ୍ଷ ଲଗାଇ ପୂଜା କରିବେ ॥
ଯାନବାହାନ କିମ୍ବା ଯାଗାବାଡି ଜନିତ କ୍ଷୟକ୍ଷତି ପ୍ରତି ସତର୍କ ॥