କାଦୁଅ ବିଲରେ ଜିଲ୍ଲାପାଳ

ଗଞ୍ଜାମ-(ଯୁଗାବ୍ଦ ନ୍ୟୁଜ୍)-କେବେ ଦେଖିଛନ୍ତି ପ୍ରଶାସକ କାଦୁଅ ବିଲରେ ଚାଷୀମାନଙ୍କ ସହ ଧାନ ରୋଇବାର ଦୃଶ୍ୟ ତାହା ପୁଣି ଜିଲ୍ଲାପାଳ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ସରକାର ଙ୍କର ବିଭ୍ିନ୍ନ ଲୋକାଭିମୁଖୀ ଯୋଜନା କିଭଳି ଭାବେ ଗ୍ରାମାଞ୍ଚଳରେ ରୂପାନ୍ତରିତ ହେଉଛି ତାହାର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ମଥୁରା ପଞ୍ଚାୟତର ଭରସା ଗାଁରେ ପହଞ୍ଚିଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତାଙ୍କ ସହ ଜିଲ୍ଲା କୃଷି ଅଧିକାରୀ ଓ ବ୍ରହ୍ମପୁର କୃଷି ଉପନର୍ଦ୍ଦେଶ ଉପସ୍ଥିତ ଥିଲେ ଚାଷୀମାନଙ୍କ ସହ ଚାଷ କାର୍ଯ୍ୟ ଅନୁଧ୍ୟନ ପରେ, ତାପରେ ଯାହାହେଲା କେହିକେବେ କଳ୍ପନା କରିନଥିଲେ । ଏହି ବରିଷ୍ଠ ଆ.ଇ.ଏସ୍ ଅଧିକାରୀ ହାତରେ ତଳୀ ଧରି କାଦୁଅ ବିଲରେ ରୋଇବା ଆରମ୍ଭ କଲେ । ଉପସ୍ଥିତ ଅନ୍ୟ ଅଧିକାରୀ ମ।ନେ ଚାଜୁବ ହୋଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ