୬ଓ୭ ରେ ପ୍ରବଳ ବର୍ଷିବ
(ଯୁଗାବ୍ଦ ନ୍ୟୁଜ) ଆସନ୍ତା ୬ ରୁ ୮ ତାରିଖ ଦୁଇ ଦିନ ଧରି ରାଜ୍ୟ ର ଅନେକ ଜିଲ୍ଲା ରେ ବର୍ଷା ଲାଗି ରହିବା ସହ ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ରୁ ସୂଚନା ମିଳିଛି । ଅନ୍ୟପଟେ ୬ ରୁ ୭ ତାରିଖରେ ଦକ୍ଷିଣ ଓଡିଶା ର କେତେକ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଷେଶ କରି ଗଞ୍ଜାମ ,ଗଜପତି, କୋରାପୁଟ , ନବରଙ୍ଗପୁର , କନ୍ଧମାଳ ଜିଲ୍ଲା ରେ ବର୍ଷା ର ପରିମାଣ ଅଧିକା ରହିବ ବୋଲି ଜଣା ପଡିଛି ।


