ଜୁଆ ଆଡ୍ଡା ଉପରେ ଚଢାଉ,୫ ଜୁଆଡି ଗିରଫ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ରବିବାର ଜଗନ୍ନାଥପ୍ରସାଦ ପୋଲିସ ଝାଡଭୁମି କାଜୁ ଜଙ୍ଗଲରେ ଅତର୍କିତ ଚଢାଉ ୫ ଜୁଆଡିକୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୪୫୦୦ ଟଙ୍କା ସମେତ ଅଟୋ ,ଗୋଟିଏ ମୋଟର ବାଇ ସାଇକେଲ ଓ ୩ ଟି ମୋବାଇଲ ହେଣ୍ଡସେଟ ପୋଲିସ ଜବତ କରିବା ସହ ଜୁଆ ଉପକରଣ ଜିନିଷ ଜବତ କରିଛି । ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନାମରେ ୧୧୯/୧୯ ରେ ମାମଲା ରୁଜୁ କରି ୫ ଜୁଆଡିଙ୍କୁ ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ