ସ୍ୱର୍ଗତ ଅମୁଲ୍ୟ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : କ୍ଷତ୍ରିୟବରପୁର ଆଂଚଳିକ ବି । ନ ମହାବିଦ୍ୟାଳୟର ସ୍ୱର୍ଗତ ଅଧକ୍ଷ ଅମୁଲ୍ୟ ଦାସଙ୍କ ଦ୍ୱାଦଶ ଅବସରରେ ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ବିଦ୍ୟାର୍ଥୀ ଓ କର୍ମଚାରୀଙ୍କ ଦ୍ୱାରା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପ୍ରଧ୍ୟାପକ ବି .ଗୋବିନ୍ଦ ରାଓ, ସଂଯୋଜନା କରିଥିଲେ ।ପ୍ରକାଶ ଚନ୍ଦ୍ର ଆଲଟିଆ ,ଡ ରାମ ପ୍ରସାଦ ପଣ୍ଡା ,ଡ କୁମାର ତ୍ରୀପାଠୀ ,ଡ ପ୍ରଦୀପ କୁମାର ତ୍ରୀପାଠୀ , ବିଦ୍ୟାର୍ଥୀ ମାନେ ସ୍ମତି ଚାରଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିର୍ଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ସ୍ୱରୁପା ବିଶ୍ୱାଳ, କପିଳ ସାହୁ ,ପିଙ୍କି ଦଳାଇ , ଭାରତୀ ବିଶ୍ୱାଳ , ବିବେକାନନ୍ଦ କର ଅନ୍ୟାନ୍ୟ କର୍ମଚାରୀ ସମେତ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ