ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ହଳଦିଆ, ଧୁସର ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ଓ ଆତ୍ମବଳ ଦୃଢ ରହିବ ॥ ଗୋଟିଏ ତମ୍ବା ପାତ୍ରରେ ଧାନ ପୂର୍ଣ୍ଣକରି ଠାକୁର ଗୃହରେ ରଖି “ଓଁ ଶ୍ରୀଂ ଓଁ” ୨୭ଥର ଜପ କରବେ ॥ କୌଣସି ଜୀବକୁ ପେଟପୁରା ଖାଇବାକୁ ଦେବେ ॥
ବୃଷ -ଶୁଭ ରଙ୍ଗ ଗୋଲାପି,ଖଇରିଆ ॥ମାନସିକ ଓ ଆର୍ଥିକ ସ୍ଥିତି ଭଲ ରହିବ ଓ ଦିନର ପ୍ରତ୍ୟେକ ସମୟ ସାଥଦେବ, ରାଜସମ୍ମାନ ପ୍ରାପ୍ତ ହେବ ॥ ଗାଡିଚଲାଇବ ବେଳେ ଓ ଯନ୍ତ୍ରପାତି ପ୍ରତି ସତର୍କ ଅବଲମ୍ବନ କରିବେ॥ ହନୁମାନ ବାଣ ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ – ଶୁଭ ରଙ୍ଗ ଧଳା ଆର୍ଥିକ ଚିନ୍ତା ରହିବ ଓ ଅଧିକ ପରିଶ୍ରମରେ କାର୍ଯ୍ୟ ସମ୍ପର୍ଣ୍ଣ ହେବ, ମନ ବିଚଳିତ ରହିବ ॥ ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ ବିଷ୍ଣୁ ଭଗବାନଙ୍କୁ ତୁଳସି ଚଢାଇବେ
କର୍କଟ -ଶୁଭ ରଙ୍ଗ ଧଳା ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ଘାତବାର ହେତୁ ପ୍ରତି କାମରେ ବାଧା ଷୃଷ୍ଟି ହେବ ॥ ଗୁରୁବାର ଗୃହକୁ ଆସୁଥିବା ସବୁ ଜିବଙ୍କୁ କିଛି କିଛି ଖାଇବାକୁ ଦେବ ॥ କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିବେ ନହିଁ ॥
ସିଂହ -ଶୁଭରଙ୍ଗ ସବୁଜ, ହଳଦିଆ ଓ ମାଟିଆ ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, ଆତ୍ମବଳ ଅଧିକ ରହିବ ॥ ଗୋଲାପି ବସ୍ତ୍ର ପରିଧାନ କରି ଦୁର୍ଗା ମାଙ୍କର ସ୍ତୁତି ପାଠ କରିବ ॥ କଳାରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
କନ୍ୟା -ଶୁଭରଙ୍ଗ ଧଳା ବିଚାରୁଥିବା କାର୍ଯ୍ୟ ପୂର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥ ସାତ୍ବିକ ଭୋଜନ ଭୋକିଲାକୁ ଦିଅନ୍ତୁ ॥ ମା ଅଷ୍ଟଲକ୍ଷ୍ମୀ ଙ୍କର ବ୍ରତ ରଖନ୍ତୁ ॥
ତୁଳା -ଶୁଭରଙ୍ଗ ହଳଦିଆ କିମ୍ବା ଗୋଲାପି ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ମାନସିକ ଚିନ୍ତା ସହ ଧନହାନି ॥ ଲାଲରଙ୍ଗ ବ୍ୟବହାର କରିବେ ନାହିଁ ॥ ମାଲକ୍ଷ୍ମୀଙ୍କୁ ନୈବେଦ୍ୟ ଅର୍ପଣ ପରେ ଗୋମାତାଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ ॥
ବିଛା -ଶୁଭ ରଙ୍ଗ ଧଳା ଆର୍ଥିକ ବୋଝ ବଢିବ ତେଣୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବ କିନ୍ତୁ ଅଚାନକ ଦୁଘ ସମ୍ଭାବନା ରହିବ ॥ ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ଧଳାଫୁଲ ଅର୍ପଣ ଜପ କରନ୍ତୁ ॥
ଧନୁ -ଶୁଭରଙ୍ଗ ଧଳା କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ମାତାରିଣିଙ୍କର ବ୍ରତ ରଖନ୍ତୁ ॥
ମକର -ଶୁଭ ରଙ୍ଗ କମଳା ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥ ସତର୍କତା – ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥
ଓଁ ଆଦିମାତା ଶରଣଂ ୨୭ଥର ପାଠ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ମାନସମ୍ମାନ ମିଳିବ ମାତ୍ର ଅଯଥା ଝଗଡା ଷୃଷ୍ଟି ହେବ ଫଳରେ ହେବା କାମ ବିଗିଡି ଯିବ ॥ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥ ସ୍ନାନ ପରେ ମା ଲକ୍ଷ୍ମୀଙ୍କୁ ମହୁ ଅର୍ପଣ କରି ସେହି ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ॥ କାହାକୁ କିଛି ଦାନ କରନ୍ତୁ ନାହିଁ ॥ହଳଦିଆ ଖେଚୁଡି ଖାଆନ୍ତୁ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ