ବକ୍ରି ଇଦ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

(ଯୁଗାବ୍ଦ ନ୍ୟୁଜ) ,ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଇଦ-ଉଲ-ଜୁହା । ମୁସଲମାନ ସଂପ୍ରଦାୟର ଭାଇ ଭଉଣାମାନେ ଆନନ୍ଦ ଉଲ୍ଲାସର ,ସହ ପାଳନ କରୁଛନ୍ତି ଏହି ଭାଇଚାରା ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି “ଇଦ ଅଲ-ଆଦହା ଅବସରରେ ମୋର ଶୁଭେଚ୍ଛା । ମୁଁ ଆଶା କରୁଛି ଯେ ଏହା ଆମ ସମାଜରେ ଶାନ୍ତି ଓ ସମୃଦ୍ଧିର ଭାବନା ବୃଦ୍ଧି କରିବ । ଇଦ ମୁବାରକ !” ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ