ଛତ୍ରପୁର ଠାରେ ରକ୍ଷା ବନ୍ଧନ ଉତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ପବିତ୍ର ଅବସର ରାକ୍ଷୀ ପୂର୍ଣ୍ଣିମା ପାଇଁ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ । ଭାଇ ଓ ଭଉଣୀଙ୍କ ପବିତ୍ର ବନ୍ଧନର ଏକ ପବିତ୍ର ଧାରା ହେଲା ରାକ୍ଷୀ । ଏହି ଉସ୍ରବକୁ ଛତ୍ରପୁରର ବିଭିନ୍ନ ସ୍କୁଲ ଓ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ତରଫରୁ ରକ୍ଷା ବନ୍ଧନ ପାଳନ ହୋଇଯାଇଛିି । ଏଥି ପାଇଁ ସବୁ ପରିବାରରେ ପିଠା ଓ ମିଠା ସହ ଉତ୍ସବ ମାହୋଲ ସୃଷ୍ଟି ହୋଇଛି । ସେହିପରି କିଛି ଶିଶୁ ଭଉଣିମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ