ଅନୁଗୁଳ ପ୍ରେସକ୍ଲବ ପକ୍ଷରୁ ୭୩ ତମ ସ୍ୱାଧିନତା ଦିବସ ପାଳିତ
ଅନୁଗୁଳ ,(ଯୁଗାବ୍ଦ ନ୍ୟୁଜ୍) : ଅନୁଗୁଳ ପ୍ରେସକ୍ଲବ ପକ୍ଷରୁ ପ୍ରେସକ୍ଲବ ପରିସରରେ ୭୩ ତମ ସ୍ୱାଧି୍ନତା ଦିବସ ପାଳିତ ହୋଇଯାଇଛିି । ଏହି ଅବସରରେ ପ୍ରେସକ୍ଲବ ସଭାପତି ବସନ୍ତ କୁମାର ଜେନା ,ସଂପାଦକ ରୋହିତ କୁମାର ବେହେରା ,ଓ କୋଷାଧ୍ୟକ୍ଷ ବଜେନ୍ଦ୍ର କୁମାର ସାମଲ ,ଉପସଭାପତି ପ୍ରତାପ ମହାପାତ୍ର ,ଓ ପ୍ରେସକ୍ଲବର ସମସ୍ତ ସଦସ୍ୟ ଫକିର ମୋହନ ସାହୁ ,ବିଭୂତି ନନ୍ଦ ,ସରୋଜ ନାଥ ,ପତି ମହାରଣା ,ରିୟାଜୁଦ୍ଦିନ ମହମ୍ମଦ ,ପ୍ରମୁଖ ଉପସ୍ଥିତ ଥିଲେ । ପତାକା ଉତୋଳନ କରିବା ପରେ କ୍ଲବ ପରିସରରେ ବୃକ୍ଷ୍ୟରୋପଣ କରାଯାଇଥିଲା ।