କାହାକୁ ମିଳିଲା କେଉଁ ଦାଇତ୍ୱ ଆସନ୍ତୁ ଜାଣିବା …
ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟସରକାର
ସୁଧାଂଶୁ ଷଡ଼ଙ୍ଗୀ- ନୂଆ ପୋଲିସ କମିସନର
ସତ୍ୟଜିତ ମହାନ୍ତି- ଜେଲ ବିଭାଗ ଏଡ଼ିଜି
ସଞ୍ଜୀବ ପଣ୍ଡା- ପରିବହନ କମିସନର
ଆର. ପି.କୋଚେ- ଆଇନଶୃଙ୍ଖଳା ଏଡ଼ିଜି
ରାଜେଶ କୁମାର- ଏସସିଆରବି ନିର୍ଦ୍ଦେଶକ
ଆଶିଷ ସିଂହ- କେନ୍ଦ୍ରାଞ୍ଚଳ ଡିଆଇଜି
ମୁକେଶ କୁମାର ଭାମୁ- କୋରାପୁଟ ଏସପି
ପି.ଏସ.ରଣପିସେ-ଭିଜିଲାନ୍ସ ଆଇଜି
ସତ୍ୟବ୍ରତ ଭୋଇ- ଦକ୍ଷିଣାଞ୍ଚଳ ଡିଆଇଜି
ହିମାଂଶୁ ଲାଲ- ଉତ୍ତରାଞ୍ଚଳ ଡିଆଇଜି
ବିନୀତ ଅଗ୍ରୱାଲ- ନୂଆପଡ଼ା ଏସପି
କନୱର ବିଶାଳ ସିଂହ –ସମ୍ବଲପୁର ଏସପି
ଅମିତେନ୍ଦ୍ରନାଇ ସିହ୍ନା- କ୍ରାଇମବ୍ରାଞ୍ଚ ଡିଆଇଜି
ସୌମେନ୍ଦ୍ର ପ୍ରିୟଦର୍ଶୀ- ଆଇଜି ପର୍ସନେଲ
ଏନ.ବି.ଭାରତୀ-ଏଚଆରପିସି ଆଇଜି
ଅମିତାଭ ଠାକୁର : ଆଇଜି, ଅପରେସନ
ରେଖା ଲୋହାନୀ : ଆଇଜି, ଆଧୁନିକୀକରଣ
ଅସିତ କୁମାର ପାଣିଗ୍ରାହୀ : ଆଇଜି, ହୋମଗାଡର଼୍, ଅଗ୍ନିଶମ
ୟତୀନ୍ଦ୍ର କୋଏଲ : ଆଇଜି, ଏସଏପି
ଅନିରୁଦ୍ଧ କୁମାର ସିଂହ : ଇନଚାର୍ଜ ଡିଆଇଜି, ଏସଆଇଡବ୍ଲ୍ୟୁ
ପରମାର ସ୍ମିତ ପର୍ଶତୋମଦାସ : ଏସପି, ମୟୂରଭଞ୍ଜ
ମୁକେଶ କୁମାର ଭାମୁ : ଏସପି, କୋରାପୁଟ
ସାଗରିକା ନାଥ : ଇନଚାର୍ଜ ଡିସିପି, ଟ୍ରାଫିକ ପୁଲିସ କମିଶନରେଟ
ଅବିନାଶ କୁମାର : ଏସପି, ଇଓଡବ୍ଲ୍ୟୁ, ଭୁବନେଶ୍ୱର
ଖିଲାରୀ ରିଷିକେଶ ଦ୍ୟାନଦେଓ : ଇନଚାର୍ଜ ଏସପି, ମାଲକାନାଗିରି
ପଦ୍ମିନୀ ସାହୁ : ଏସପି, ବରଗଡ଼
ଅଜୟ ପ୍ରତାପ ସ୍ୱାଇଁ : ଇନଚାର୍ଜ ଏସପି, ଖୋର୍ଦ୍ଧା
ତ୍ରିନାଥ ପଟେଲ : ଇନଚାର୍ଜ ଏସଆରପି, ରାଉରକେଲା
ସୁଧାଂଶୁ ଶେଖର ମିଶ୍ର : ଏସପି, କ୍ରାଇମବ୍ରାଂଚ
ଆର. ପ୍ରକାଶ : ଏସପି, ଜଗତସିଂହପୁର
ୱାଇ ରଘୁନାଥ ରାଓ : ଇନଚାର୍ଜ ଏସପି, ବୌଦ୍ଧ
ଜଗମୋହନ ମୀନା : ଏସପି, ଅନୁଗୁଳ
କେ ଶିବା ସୁବ୍ରମଣି : ଏସପି, ରାଉରକେଲା
ମିତ୍ରଭାନୁ ମହାପାତ୍ର : ଏସପି, କେନ୍ଦୁଝର
ସାର୍ଥକ ଷଡ଼ଙ୍ଗୀ : ଏସପି, ଭିଜିଲାନ୍ସ
ମାଡ଼କର ସନ୍ଦୀପ ସମ୍ପତ : ଏସପି ବଲାଙ୍ଗୀର