ଭବ।ନିପାଟଣା ସହର ରେ ଜଙ୍ଗଲୀ ଭାଲୁ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଆଜି ସକାଳୁ ଭବାନୀପାଟଣା ସହର ର ମାଂସ ବଜାର କୁ ଏକ ଜଙ୍ଗଲୀ ଭାଲୁ ପଶିଆସିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା ଖବର ପାଇଁ ବନବିଭାଗ କର୍ମଚାରୀ ମାନେ ଭାଲୁ କୁ ଧରିବା କୁ ଚେଷ୍ଟା କରିଥିଲେ ହେଲେ ଦୀର୍ଘ ଚାରି ଘଣ୍ଟା ର ଉଦ୍ୟମ ପରେ ଭାଲୁ କୁ କାବୁ କରାଯାଇଥିଲା ଭାଲୁ କୁ କାବୁ କଲା ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯାଇଛି ହେଲେ ଆହୁରି ମଧ୍ୟ ସହରରେ ଭାଲୁ ଥାଇ ପାରନ୍ତି ବୋଲି ଲୋକ ତାଟି କବାଟ ଦେବାସହିତ ପିଲା ଛୁଆ କୁ ବାହାର କୁ ଛାଡ଼ୁନାହାନ୍ତି|


