ରୋଟାରୀ କ୍ଳବରେ ୭୪ ତମ ସ୍ୱାଧିନତା ଦିବସ ପାଳନ

ଛତ୍ରପୁର,(ଓ୍ବାଇଏନ୍ଏସ୍) :ରୋଟାରୀ କ୍ଳବ ପରିସରରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଏସ୍ ରେଖା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ପ୍ରଫୁଲ୍ଲ ପଟନାୟକ, ଡା. ସାଧୁ ଚରଣ ମିଶ୍ର, ନିରଂଜନ ପାତ୍ର, ପ୍ରସନ୍ନ ପତି, ଏମ ଧନଞ୍ଜୟ ରେଡୀ, ସୁରଜିତ ସାମନ୍ତରାୟ, ପି ଚନ୍ଦ୍ରଶେଖର, ଧିରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କ୍ଳବ ପରିସରରେ ଓ ଜେଲ ରୋଡ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ