ଆଜି ଠାରୁ ଟେଷ୍ଟ ସିରିଜ ଆରମ୍ଭ
କାରବିଆନ ଗ୍ରସ୍ତ ରେ ଥିବା ଟିମ ଇଣ୍ଡିଆ ଆଜି ଠାରୁ ଟେଷ୍ଟ ଅଭିଯାନ ଆରମ୍ଭ କରିବ । ଟି-୨୦ ଓ ଦିନିକିଆ ଜିତିଲା ପରେ ଏବେ ଲକ୍ଷ ଟେଷ୍ଟ ସରିଜ ଉପରେ । ନୂଆ ଜର୍ସି ନୂଆ ଋଣନୀତି ସହ ପଡିଆ କୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ । ଅନ୍ୟପଟେ ଘୋରଇ ପରିବେଶ ରେ ଖେଳୁଥିବା ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଜିତିବା ଲକ୍ଷ ରେ ପଡିଆ କୁ ଓହ୍ଲାଇବ । ସୂଚନ ଥାଉ କି ବିଶ୍ୱ ଟେଷ୍ଟ ଚମ୍ପିୟାନ ସିପ ପାଇଁ ୱ୍ଷେ୍ଟଇଣ୍ଡିଜ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ଭାରତ ।


