କୂଆ ରୁ ଯୁବତୀ ର ମୃତ ଦେହ ଉଦ୍ଧାର
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ମୋଟେର ଫାଣ୍ଡି ଅଧିନସ୍ଥ ଘୁମରଗୁଡା ରେ ଗାଁ ରୁ ଶବ ଉଦ୍ଧାର । ଚକ୍ରଧର ଘି ଙ୍କ ୧୮ ବର୍ଷିଆ ଝିଅର ମୃତଦେହ ଘରେ ଥିବା ଏକ ରିଂ କୁଅ ରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳ ରେ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି , ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ର ସୁଚନା।