କଳାହାଣ୍ଡି ଖଲିଆଭଟା ଗ୍ରାମରେ ସାନିଟାଇଜର ଛିଞ୍ଚନ 30/08/2020 YWPSENU8 0 Comments ଖଲିଆଭଟା ଗ୍ରାମରେ ସାନିଟାଇଜର ଛିଞ୍ଚନ କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଖଲିଆଭଟା ଗ୍ରାମପଞ୍ଚାୟତରେ ୭ଜଣ କରୋନା ପଯେଟିଭ ଚିହ୍ନଟ ହୋଇଥିବାରୁ ଆଗକୁ ସଂକ୍ରମଣ କୁ ଦୁଷ୍ଟିରେ ରଖି ଖଲିଆଭଟା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମାଳତୀ ସୁନାନୀଙ୍କ ନେତୃତ୍ୱ ରେ ଖଲିଆଭଟା ଗ୍ରାମକୁ ସାନିଟାଇଜର ଛିଞ୍ଚନ କରାଯାଇଛି | Spread the love