ବାଇକ ଲୁଟେରା ଙ୍କୁ ଗିରଫ
କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ତିନି ବାଇକ ଲୁଟେରା ଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ଜୁନାଗଡ଼ ପୋଲିସ ଲୁଟେରା ଙ୍କ ନିକଟରୁ ଏକ ବାଇକ ନଗଦ ୫୫୦୦ଟଙ୍କା ମୋବାଇଲ ଜବତ କରିଥିବା ବେଳେ ୩ ଜଣ ଜୁନାଗଡ଼ ଥାନା ଅଞ୍ଚଳ ର ଯୁବକ ବୋଳି ଜଣାପଡିଛି | ପୋଲିସ ଏମାନଙ୍କ ନିକଟରୁ ଅନ୍ୟ କେହି ଏହି ରେକେଟ ରେ ସମ୍ପୃକ ଅଛି କି ନାହିଁ ଖୋଲତାଡ଼ କରିବା ସହ ୩ ଲୁଟେରା ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ସୂଚନା ଦେଇଛନ୍ତି |


