ବିଜ୍ଞାପିତ ଅଂଚଳ ପରିଷଦ , ପୋଲସରା ,ଗଂଜାମ
୧. ପରିଷଦର ଦେୟ ଯଥା ଘର ,ଆଲୋକ, ଓ ଜଳ ଟିକସ ,ଦୋକାନ ଗୃହ ଓ ବ୍ୟବସାୟ ଟିକସ୍ ଠିକ୍ ସମୟରେ ପୈଠ କରନ୍ତୁ ।
୨. ରାସ୍ତା କଡ ଜମି ତଥା ସରକାରୀ ଜମି ଜବରଦଖଲରେ ନିବୃତ ରୁହନ୍ତୁ ।ରାସ୍ତା ଉପରେ ବାଲି ,ମାଟି , ଓ ଅନ୍ୟାନ୍ୟ ଗୃହ ନିର୍ମାଣ ସାମଗ୍ରୀ ଜମାକରି ରାସ୍ତା ଓ ରାସ୍ତାକଡ ନାଳ ଅବରୋଧ ଓ କ୍ଷତି କରନ୍ତୁ ନାହିଁ ।
୩. ରାସ୍ତା କଡରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରନ୍ତୁ ଓ ପଲିଥିନ ଜରି ବ୍ୟବହାରରୁ ଦୂରେଇ ରୁହନ୍ତୁ ଓ ସହରକୁ ପଲିଥିନ ମୁକ୍ତ କରନ୍ତୁ ।
୪ .ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଠିକ୍ ଭାବରେ କରାଇ ନିଅନ୍ତୁ ।
୫ . ନକ୍ସା ଅନୁମୋଦନ କରି ନୁତନ ଓ ପୁରାତନ ଗୃହ ନିର୍ମାଣ କରନ୍ତୁ ଏବଂ ବିନା ଟ୍ରେଡ୍ ଲାଇସେନ୍ସରେ କୈାଣସି ବ୍ୟବସାୟ କରନ୍ତୁ ନାହିଁ ।
୬. ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କରନ୍ତୁ ।