ଏସ୍ଏମ୍ଆଇଟି ରେ ଗଣେଶ ପୂଜା ପାଳିତ

ଓଡିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଏସ୍ଏମ୍ଆଇଟି ଗ୍ରୁପ୍ ପକ୍ଷରୁ ହିଲପାଣଲ ସ୍ଥିତ ସାମ୍ବାଦିକ ଓ ଗଣଯୋଗାଯୋଗ କଲେଜ ଏବଂ ଆଙ୍କୁଶପୁର ସ୍ଥିତ ଯୁକ୍ତ ୨ ବିଜ୍ଞାନ କଲେଜ,ଏମ୍.ବିଏ କଲେଜ,ରୁରାଲ ମ୍ୟାନେଜମେଣ୍ଟ କଲେଜ ,ଲାଇବ୍ରେରୀ ସାଇନ୍ସ,କଲେଜ ହିଂଜିଳିକାଟୁ ଓ ଚଣ୍ଡିପଦର ସ୍ଥିତ ବୃନ୍ଦାବନ ନାୟକ ଇଂଲିସ୍ ମିଡିୟମ ସ୍କୁଲ,ଅଶୋକ ନଗର ସ୍ଥିତ ଗାର୍ଲସ ହଷ୍ଟେଲ ଏବଂ ବୃନ୍ଦାବନ ନାୟକ ହଷ୍ଟେଲ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ.ଭଗବାନ ଗନ୍ତାୟତ ସମସ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ,ଅଧ୍ୟକ୍ଷା,ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷ.ଶିକ୍ଷୟିତ୍ରୀ ଙ୍କ ସହ ଛାତ୍ରଛାତ୍ରୀ ଗହଣରେ ବିଭିନ୍ନ ସ୍ଥାନରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ