ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ଯୋଡା,(ଯୁଗାବ୍ଦ ନ୍ୟୁଜ୍): ଯୋଡା ସ୍ଥିତ କୁନ୍ଦୁରୁନାଲା ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଗୁରୁ ଦିବସ ଧୂମଧାମ ରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରୀଛାତ୍ର ମାନେ ଗୁରୁ ବନ୍ଦନା ଗାଇବା ସହିତ ଗୁରୁ ଓ ଗୁରୁମା ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବରିଷ୍ଠ ଆଚାର୍ଯ୍ୟ ଦିନବନ୍ଧୁ ମହାନ୍ତ, ବରିଷ୍ଠ ଆଚାର୍ଯ୍ୟ ବିଜୟ କୁମାର ବାରିକ, ଆଚାର୍ଯ୍ୟା ମଧୁଛନ୍ଦା ଦାଶ, ଆଚାର୍ଯ୍ୟା ମଞ୍ଜୁ ପତି ପ୍ରମୁଖ ଉପସ୍ଥିତ ରହି ଗୁରୁଦିବସର ଭୂମିକା ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ