କ୍ଲାନ୍ତି ତରଫରୁ ମାଗଣା ସ୍ୱାସ୍ଥ ସଚେତନତା ଶିବିର
ବ୍ରହ୍ମପୁର,(ଯୁଗାବ୍ଦ ନୁ୍ୟଜ୍) : ବ୍ରହ୍ମପୁର ସହରର ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ କ୍ଲାନ୍ତି ଅନୁÂାନ ତରଫରୁ ଗୋସାଇଁନୁଆଗାଁ ନେହୁରୁନଗର ଅଷ୍ଟମ ଲାଇନସ୍ଥିତ ଶାଖା କାର୍ଯ୍ୟାଳୟ ଠାରେ ଗୁରୁବାର ଦିନ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ସଚେତନତା ଶିବିର ଅନୁÂିତ ହୋଇଯାଇଛି । ଏହ÷ି ଶିବିରରେ ସହରର ଏଲ୍ୟୋପାଥି ,ଆର୍ୟୁର୍ବେଦ,,ହୋମିଓପ୍ୟାଥି ଡାକ୍ତର ମାନେ ଆସି ଆଦି ମଧୁମେହ,ଚକ୍ଷୁପରଳ ପରୀକ୍ଷା, ଅସ୍ଥି ସଂର୍ଦ୍ଧତା ପରୀକ୍ଷା, ଓ ସ୍ନାୟୁ ରୋଗ ପରୀକ୍ଷା କରାଯାଇଛି । ଡକ୍ଟର୍ସ ଫୋରମ ଓ ମିଳିତ ସହଯୋଗରେ କ୍ରାନ୍ତି ବ୍ରହ୍ମପୁର ଏହି ଶିବିର


