ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଭିଜିଲାନ୍ସ ମଙ୍ଗଳବାର ଏମ.କେ.ସି.ଜି ମେଡ଼ିକାଲର କଲେଜର ହସ୍ପିଟାଲର ଜୁନିଅର କ୍ଲର୍କ ଅଜିତ କୁମାର ସାହୁଙ୍କ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଛାପା ମାରିଥିଲା ଭିଜିଲାନ୍ସ ଟିମ । ବ୍ରହ୍ମପୁରସ୍ଥିତ ଆମ୍ବପୁଆ ନିକଟସ୍ଥ ଏକ ଡୁପ୍ଲେକ୍ସ ଘର, ଗଜପତି ନଗର ଥିବା ତିନି କୋଠା ଘର, ତିନି ମହଲା ବିଶିଷ୍ଟ ଲାଞ୍ଜିପଲ୍ଲିରେ ଥିବା କୋଠା ସମେତ ଅଜିତଙ୍କ ଏମ.କେ.ସି.ଜି ମେଡ଼ିକାଲରେ ଥିବା ଅଫିସ ଏବଂ ସିମେଣ୍ଟ ଗୋଦାମ ଉପରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ୍ । ପୈତ୍ରିକ ବାସଭବନରୁ ୪୦ ଗ୍ରାମ ସୁନା,୧ ଲକ୍ଷ , ୫୦ ହଜାର ଟଙ୍କା, ସୌଖିନ ଗାଡି ଭିଜିଲାମ୍ସ ଜବତ କରିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସିପି ମାୟାଧର ସ୍ୱାଇଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ