ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ହକ୍ ମାଗୁଛି ଓଡିଶା

ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଜୁ ଯୁବ-ଛାତ୍ର ଜନତା ଦଳ ଆନୁକୂଲ୍ୟରେ ” ହକ୍ ମାଗୁଛି ଓଡିଶା “କାର‌୍ୟ୍ୟକ୍ରମ ଜିଲ୍ଲାପରିସଦ ଯୋନ ୨୭ ର ବଅଁରପାଳ ଛକ ଠାରେ ଅନୁଷ୍ଟିତ ହୋଇଯାଇଥିଲା।ବଅଁରପାଳ ବ୍ଲକ ର ଯୁବ ସଭାପତି କମଳ ଲୋଚନ ସାମଲ ଙ୍କ ଆନୁକୂଲ୍ୟରେ ଏହି କାର‌୍ୟ୍ୟକ୍ରମ ସଫଳ ଭାବେ ପରିଚାଳିତ ହୋଇଥିଲା । ଯୋନ ୨୭ ର ବହୁ ଯୁବ-ଛାତ୍ର ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ