ଆରପାରିରେ ବାଲିମଠର ମହନ୍ତ
ତିର୍ତୋଲ ବ୍ଲକ ଅନ୍ତଗର୍ତ ପୁରାତନ ବାଲି ମଠ ର ମହନ୍ତ ଵିମ୍ବାଧର ଦାସ ଙ୍କ ୭୯ବର୍ଷ ବୟସ ରେ ଦେହ ତ୍ୟାଗ କରିଛନ୍ତି । ତାଙ୍କର ପାର୍ଥବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ବାଲିପାଟଣା ଓ ପାଖ ଗ୍ରାମ ଗୁଡିକରେ ପରିକ୍ରମା କରାଯାଇଥିଲା ଏ ଶୋଭାଯାତ୍ରାରେ ବଂଶୀଧର ସ୍ଵାଇଁ. ବିଷ୍ଣୁ ଚରଣ ସ୍ଵାଇଁ (ପୁତ୍ର ) ନିବାସ ସ୍ଵାଇଁ . ଗଙ୍ଗା ସ୍ଵାଇଁ ତରଜଙ୍ଗା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ମହାନ୍ତି. ସରପଞ୍ଚ ବସନ୍ତ କୁମାର ସେଠୀ । ଅନ୍ୟ ମାନଙ୍କ ମଧ୍ୟରେ ଅଜୟ ସ୍ଵାଇଁ. ବସନ୍ତ ସ୍ଵାଇଁ.ଓ ସମସ୍ତ ଗ୍ରାମବାସୀ ଓଃ ଭକ୍ତ ମଣ୍ଡଳୀ ଉପସ୍ଥିତ ଥଲେ ।


